31.1 C
Bhubaneswar
Saturday, September 21, 2024
Homeଓଡିଶାଟୁଟୁ ନାୟକ ଥାନାରେ ହଜାର

ଟୁଟୁ ନାୟକ ଥାନାରେ ହଜାର

ଭୁବନେଶ୍ୱର: ଭୁବନେଶ୍ୱର: ପ୍ରଯୋଜକ ଟୁଟୁ ନାୟକ ଥାନାରେ ହାଜର ହେଲେ । ଖାରବେଳନଗର ଥାନରେ ହାଜର ହେଲେ ଟୁଟୁ ନାୟକ । ସାମ୍ବାଦିକଙ୍କୁ ମାଡ ମରିଥିବ ଅଭିଯୋଗରେ ଥାନାରେ ହାଜର । ସାମ୍ବାଦିକାଙ୍କୁ ମାଡ ମାମଲା ଏଥିପାଇଁ ବଢିଲା ଟୁଟୁ ନାୟକଙ୍କ ଅଡୁଆ । ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା କଲେ ମହିଳା କମିଶନ । ମାମଲା ରୁଜୁ ନେଇ ସୂଚନା ଦେଲେ ମହିଳା କମିଶନ ଅଧ୍ୟକ୍ଷା । ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ କମିଶନ । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ନିର୍ଦ୍ଦେଶ ।ପ୍ରଯୋଜକ ଟୁଟୁ ନୟକଙ୍କ ବିରୋଧରେ ଗୁଗୁତର ଅଭିଯାଗ । ମାଡ ମାରିବାର ଅଭିଯୋଗ କଲେ ମହିଳା ସାମ୍ବାଦିକା । ଅଭିଯୋଗ ପରେ ଖାରବେଳ ନଗର ଥାନାରେ ମାମଲା ରୁଜୁ । ସିସିଟିଭି ଅଧାରରେ ତଦନ୍ତ ଆରମ୍ଭ କଲା ପୋଲିସ । ଏନେଇ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହାକୁ ନେଇ ସାମ୍ବାଦିକା ବାଡେଇବା ଅଧିକାର କିଏ ଦେଲା ବୋଲି କହିଥିଲେ । କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଅଭିଯୋଗ ଅଣିଛନ୍ତି ସାମ୍ବାଦିକା । କଣ ପାଇଁ ମୋତେ ବାଡେଇଲେ ମୋତେ ଜଣା ନାହିଁ । ପଛପଟୁ ଆସି ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା ବୋଲି କହିଥିଲେ । ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking