26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଲେ ଟ୍ରୁଡୁ

ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇଲେ ଟ୍ରୁଡୁ

ଜାତିସଂଘ: ବର୍ତ୍ତମାନ ଆମେରିକାର ନ୍ୟୁୟର୍କଠାରେ ଜାତିସଂଘର ୭୮ତମ ବାର୍ôଷକ ଅଧିବେଶନ ଚାଲିଛି । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ ଏଥିରେ ଯୋଗଦେବାକୁ ଆସିଥିବାବେଳେ ଭାରତୀୟ ସାମ୍ବାଦିକମାନେ ତାଙ୍କୁ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡ ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ । ତେବେ ଟ୍ରୁଡୁ ଦୁଇ ଦୁଇଥର ଭାରତୀୟ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡାଇ ଦେଇଥିବା ଜଣାପଡିଛି । ସୂଚନାଯୋଗ୍ୟ ‘ଖଲିସ୍ତାନ ଟାଇଗର ଫୋର୍ସ’ ନେତା ନିଜ୍ଜରକୁ ଚଳିତବର୍ଷ ଜୁନ୍‌ରେ କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶ ଅନ୍ତର୍ଗତ ସରେ ସହରରେ ଗୁଳିକରି ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking