ଆଠଗଡ: ୧୧ ତାରିଖରୁ ରାଜ୍ୟବ୍ୟାପି ଟ୍ରକ୍ ଧର୍ମଘଟ ଡାକରା ଦେଇଛନ୍ତି । ୫ ଦଫା ଦାବିରେ ଟ୍ରକ୍ ମାଲିକ ସଂଘର ଅନତର୍ଦ୍ଦିଷ୍ଟ କାଳ ଧର୍ମଘଟ ଡାକରା । ରାଜ୍ୟ ଟ୍ରକ୍ ମାଲିକ ସଂଘ ସଭାପତ ବିଭୂ ପ୍ରସାଦ ଦାସଙ୍କ ସୂଚନା ।