34.1 C
Bhubaneswar
Friday, September 20, 2024
Homeଓଡିଶାବସକୁ ପିଟିଲା ଟ୍ରକ : ଅଳ୍ପକେ ବଞ୍ଚିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ବସକୁ ପିଟିଲା ଟ୍ରକ : ଅଳ୍ପକେ ବଞ୍ଚିଲେ ୫୦ରୁ ଊର୍ଦ୍ଧ୍ବ ଯାତ୍ରୀ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦେଇ ଯାଇଥିବା ୪୯ନମ୍ବର ଜାତୀୟ ରାଜପଥରେ ବାରିପଦାରୁ କେଉଁଝର ଯାଉଥିବା ବାସୁଦେବ ବସକୁ ଧକ୍କା ଦେଇଥିଲା ଲୁହା ଗୁଣ୍ଡ ବୋଝେଇ ଟ୍ରକ। ବସ୍‌କୁ ବାଡ଼େଇ ରାସ୍ତା ଉପରେ ଓଲଟି ପଡିଥିଲା ଟ୍ରକ୍‌ଟି। ବସ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବଞ୍ଚିଥିବା ପ୍ରତ୍ୟେକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । ବାଙ୍ଗିରିପୋଷି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking