29.6 C
Bhubaneswar
Monday, June 29, 2026
Homeଓଡିଶାଆଇଆଇସିଙ୍କୁ ଗିରଫ ଦାବିରେ ଧାରଣା ଦେଲେ ସମାଜସେବୀ

ଆଇଆଇସିଙ୍କୁ ଗିରଫ ଦାବିରେ ଧାରଣା ଦେଲେ ସମାଜସେବୀ

ଭୁବନେଶ୍ୱର : ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ ଘଟଣା । ସବୁ ମହଲରେ ଏହାକୁ ନିନ୍ଦା କରାଯାଇଛି। ସଂପୃକ୍ତ ଆଇଆଇସିଙ୍କୁ ଗିରଫ କରିବା ଦାବିରେ ସିପି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି କିଛି ସମାଜସେବୀ। ଘଟଣାରେ ସଂପୃକ୍ତ ସମସ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ପୁଲିସ ଥାନା ଭିତରେ ଯଦି ଏଭଳି ଘଟଣା ଘଟେ ତେବେ ସାଧାରଣ ଲୋକାମାନେ କୁଆଡେ ଯିବେ। ଏଭଳି ଅଯୋଗ୍ୟ ଅଫିସରଙ୍କୁ କାହିଁକି ମଡେଲ ଥାନାର ଦାୟିତ୍ୱ ଦିଆଯାଇଥିଲା ବୋଲି ସମାଜସେବୀ ମାନେ ପ୍ରଶ୍ନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking