ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ୨ଟି ବାରରେ ଗଣ୍ଡଗୋଳ,୧୦ ଆହାତ । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୨ଟି ବାରରେ ଗଣ୍ଡଗୋଳ । ଭୁବନେଶ୍ୱର ଏକ ବାରକୁ ଯାଉଥିବା ଯୁବତୀଙ୍କୁ ବାର କର୍ମଚାରୀ ଦୁବ୍ୟବହାର କରିଥିଲେ । ଗର୍ଲଫ୍ରେଣ୍ଡକୁ ଦୁବ୍ୟବହାର ଖବର ପାଇ ସାଥୀଙ୍କ ସହ ପହଞ୍ଚିଥିଲା ବୟଫ୍ରେଣ୍ଡ । ଦୁର୍ବ୍ୟବହାର କରିଥିବା ବାର କର୍ମଚାରୀ ଅନ୍ୟ ଏକ ବାରକୁ ପଶିଯାଇଥିଲା, ସେଠାରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ମାରପିଟ ହେଉଥିଲା ।