28.1 C
Bhubaneswar
Sunday, June 15, 2025
Homeଓଡିଶାଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ୫ ଗୁରୁତର

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ: ୫ ଗୁରୁତର

ଭଦ୍ରକ: ସୋମବାର ସନ୍ଧ୍ୟାରେ ଜମି ବିବାଦକୁ ନେଇ ଏକ ଗୋଷ୍ଠୀ ସଂଘର୍ଷରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଅନ୍ତର୍ଗତ ଭଟାସାହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫୁଲାପୁର ଗ୍ରାମରେ । ସୂଚନା ଅନୁଯାୟୀ, ଗତ କିଛି ବର୍ଷ ଧରିଜମି ବିବାଦକୁ ନେଇ ଦୁର୍ଯ୍ୟୋଧନ ବେହେରା ଏବଂ ରବୀନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ଗାଁରେ  ଏକ କୀର୍ତ୍ତନ ସମୟରେ ଦୁଇ ପରିବାର ମୁହାଁମୁହିଁ ହେବା ପରେ ବିବାଦ ଆହୁରି ତୀବ୍ର ହୋଇଥିଲା । ରିପୋର୍ଟ ଅନୁଯାୟୀ, ଦୁର୍ଯ୍ୟୋଧନଙ୍କ ପରିବାର ଆକ୍ରମଣ ଆରମ୍ଭ କରିଥିଲେ ଯେଉଁଥିରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ଧୂଷୁରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ପରେ ଭଦ୍ରକ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍‌ଏଚ୍‌)କୁ ସ୍ଥଆନାନ୍ତରିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking