16.1 C
Bhubaneswar
Thursday, January 9, 2025
Homeଓଡିଶାପୀଡିତାଙ୍କୁ ଭଲ ବ୍ୟବହାର ଦେଖାଅ -ଡିଜିପି

ପୀଡିତାଙ୍କୁ ଭଲ ବ୍ୟବହାର ଦେଖାଅ -ଡିଜିପି

ଭୁବନେଶ୍ୱର : ପୋଲିସ ମହିଳା ଶିଶୁ ଡେସ୍କକୁ ଡିଜିପି ସୁନୀଲ ବଂଶଲଙ୍କ ତାଗିଦ୍ । ଅଯଥା ପ୍ରଶ୍ନ କରି ପୀଡିତଙ୍କୁ ହଇରାଣ ନ କରିବାକୁ ତାଗିଦ୍ ।ମହିଳା ଶିଶୁ ଡେସ୍କ ସୁଦୃଢ ପାଇଁ ପ୍ରଶିକ୍ଷଣ ଶିବିରରେ ତାଗିଦ୍ କଲେ । ପୀଡିତଙ୍କ ଅଭିଯୋଗ ଶୁଣିବା ସହ ଉଚିତ୍ ପଦକ୍ଷେପ ନେବାକୁ ପରାମର୍ଶ । ଶିଶୁ ଓ ମହିଳା ପୀଡିତଙ୍କୁ ମଣିଷ ଭଳି ଉତ୍ତମ ବ୍ୟବହାର ପାଇଁ କହିଲେ ଡିଜିପି ।

୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking