31.1 C
Bhubaneswar
Thursday, May 29, 2025
Homeଓଡିଶାଚିହ୍ନଟ ୫ ମୃତଦେହ ହସ୍ତାନ୍ତର

ଚିହ୍ନଟ ୫ ମୃତଦେହ ହସ୍ତାନ୍ତର

ବାହାନଗା ଟାଜେଡି: ଡିଏନଏ ରିର୍ପୋଟ ଆଧାରରେ ମୃତଦେହ ହସ୍ତାନ୍ତର । ଆଜି ୫ ମୃତଦେହ ହସ୍ତାନ୍ତର ନେଇ ପୂର୍ବତଟ ରେଲେୱେ ସିପିଆରଓଙ୍କ ସୁଚନା । ଆସିଥିବା ୨୯ ଡିଏନଏ ରିର୍ପୋଟ ଆଧାରରେ ହସ୍ତାନ୍ତର ହେବ । ଆଜି ବିହାର ଓ ପ.ବଙ୍ଗର ୨ଲେଖାଏଁ,ଝାଡଖଣ୍ଡର ଗୋଟିଏ ହସ୍ତାନ୍ତର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking