36.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩, ସ୍ପଷ୍ଟ କଲା ରେଲୱେ ବିଭାଗ

ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪ ନୁହେଁ ୧୩, ସ୍ପଷ୍ଟ କଲା ରେଲୱେ ବିଭାଗ

ନୂଆଦିଲ୍ଲୀ: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ କହିଲା ରେଲୱେ ବିଭାଗ । ଜଣଙ୍କ ମୃତଦେହ ଦୁଇଖଣ୍ଡ ହୋଇଯାଇଥିବାରୁ ଦ୍ୱନ୍ଦ ଥିଲା । ଦୁଇ ଖଣ୍ଡ ମୃତଦେହକୁ ଦୁଇ ଜଣ ହିସାବ କରିବାରୁ ୧୪ କୁହାଯାଉଥିଲା । ତେବେ ୧୪ ନୁହେଁ, ମୃତ୍ୟୁ ସଂଖ୍ୟା ୧୩ ବୋଲି ସ୍ପଷ୍ଟ କରିଛି ରେଲୱେ ବିଭାଗ । ୧୩ ମୃତକଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିଛି । ପରିଚୟ ମିଳିଥିବା ୧୨ ଜଣଙ୍କ ମଧ୍ୟରେ କେହି ଓଡ଼ିଶାର ନୁହଁନ୍ତି । ଆହତଙ୍କ ମଧ୍ୟରୁ ଏବେ ୨୯ଜଣ ଚିକିତ୍ସାଧୀନ ଥିବାବେଳେ ୧୦ ଜଣ ଗୁରୁତର ଅଛନ୍ତି ।

ବସ୍ ଡିପୋରେ ଲାଗିଲା ନିଆଁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking