31.1 C
Bhubaneswar
Friday, October 18, 2024
Homeଓଡିଶାଟ୍ରେନ୍ ଟ୍ରାଜେଡି: ମାମଲା ରୁଜୁ କଲା ସିବିଆଇ

ଟ୍ରେନ୍ ଟ୍ରାଜେଡି: ମାମଲା ରୁଜୁ କଲା ସିବିଆଇ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା ସିବିଆଇ । ରେଳ ମନ୍ତ୍ରାଳୟ ଆବେଦନରେ ତଦନ୍ତ ପାଇଁ ମାମଲା ରୁଜୁ ହୋଇଥବବା ସୂଚନା । ପୂର୍ବରୁ ମାମଲା ରୁଜୁ କରିଥିବା ଜିଆରପି ଠାରୁ ତଦନ୍ତ ଭାର ନେଲା ସିବିଆଇ । ତଦନ୍ତ ଭାର ନେବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କଲା ସିବିଆଇ । ଘଟଣାକୁ ନେଥ ବାଲେଶ୍ୱର ଜିଆରପି ଥ।।ରେ ମାମଲା ହୋଇଥିଲା । ଦୁର୍ଘଟଣାକୁ ନେଇ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା ଜିଆରପି ।

୩୧ ଜଣ ନିଖୋଜ ଅଛନ୍ତି: ମମତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking