26.1 C
Bhubaneswar
Tuesday, June 3, 2025
Homeଦେଶ ବିଦେଶ୨ ଶହ ଫୁଟର ଗର୍ତ୍ତରେ ୨୦ ଘଣ୍ଟା ହେଲାଣି ଫସିରହିଛି ଶିଶୁ...ଉଦ୍ଧାର କାର୍ଯ୍ୟ ଜାରି......

୨ ଶହ ଫୁଟର ଗର୍ତ୍ତରେ ୨୦ ଘଣ୍ଟା ହେଲାଣି ଫସିରହିଛି ଶିଶୁ…ଉଦ୍ଧାର କାର୍ଯ୍ୟ ଜାରି……

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସିହୋରରେ ଅପରେସନ ଜିନ୍ଦେଗୀ । ୨ ଶହ ଫୁଟର ଗର୍ତ୍ତରେ ଫସି ରହିଛି ତିନି ବର୍ଷର ଶିଶୁ ସୃଷ୍ଟି। ୨୦ ଘଣ୍ଟା ଧରି ରେସ୍କ୍ୟୁ ଅପରେସନ ଜାରି ରହିଛି । ୨ଶହ ଫୁଟ ଗର୍ତ୍ତର ପ୍ରାୟ ୩୦ ଫୁଟ ତଳେ ସୃଷ୍ଟି ଫସି ରହିଥିବା ଜଣାପଡ଼ିଛି ।

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ, ଏସଡିଆରଏଫ ସହ ଜିଲ୍ଲା ପ୍ରଶାସନ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଛନ୍ତି । ଜେସିବି ମେସିନ ସାହାଯ୍ୟରେ ଗର୍ତ୍ତ ପାର୍ଶ୍ବରେ ଖନନ ଜାରି ରହିଥିବା ବେଳେ ଭାଇବ୍ରେସନ ଯୋଗୁ ଶିଶୁ କନ୍ୟା ତଳକୁ ଖସି ଯାଉଥିବା ସୂଚନା ମିଳିଛି । ପାଇପ ଯୋଗେ ସୃଷ୍ଟିକୁ ଅକ୍ସିଜେନ ସପ୍ଲାଏ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking