29.4 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗକାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣେ ମୃତ ୧୦ ଗୁରୁତର

କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଜଣେ ମୃତ ୧୦ ଗୁରୁତର

କେନ୍ଦୁଝର: କାଞିପାଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବରଯାତ୍ରୀ ଗାଡି ଓଲଟି ଜଣେ ମୃତ ୧୦ ଗୁରୁତର,୨୫ ରୁ ଉର୍ଦ୍ଧ୍ବ ଆହତ
ଥିବା ଜଣାପଡିଛି । ଗତକାଲି ରାଉରକେଲାରୁ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟକୁ ବରଯାତ୍ରୀ ଗାଡି ବାହାଘର ପାଇଁ ଯାଇଥିଲା । ତେବେ ବାହାଘର ସାରି ଆଜି ରାଉରକେଲା ଫେରୁଥିବା ବେଳେ କାଞ୍ଜିପାଣି ଘାଟିରେ ଭାରସାମ୍ୟ ହରାଇ ଘାଟିତଳକୁ ବସଟି ଖସିପଡିଥିଲା । ଫଳରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ ରୁ ଉର୍ଦ୍ଧ୍ବ ଗୁରୁତର ଥିବାବେଳେ ୨୫ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହାତ ଥିବା ଜଣାପଡିଛି । ବରଯାତ୍ରୀ ଗାଡିରେ ୪୦ରୁ ଅଧିକ ଯାତ୍ରୀ ଥିଵା ପ୍ରତ୍ୟକ୍ଷଦର୍ଶି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking