32.7 C
Bhubaneswar
Thursday, May 14, 2026
Homeଓଡିଶାପର୍ଯ୍ୟଟକ ବସ ଦୁର୍ଘଟଣା: ଜଣେ ମୃତ

ପର୍ଯ୍ୟଟକ ବସ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ୱର: ପୁରୀ ଏନଏଚରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛପଟକୁ ଧକ୍କା ଦେଲା ପର୍ଯ୍ୟଟକ ବସ । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ବସଟି ଚମ୍ପାରନରୁ ପୁରୀ ଅଭିମୁଖେ ଯାଉଥିଲା । ବସରେ ୪୨ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking