14.1 C
Bhubaneswar
Saturday, January 11, 2025
Homeଦେଶ ବିଦେଶଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ

ଦେଶର ଶ୍ରେଷ୍ଠ ୧୦ଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ର଼୍ୟାଙ୍କିଙ୍ଗ ଫ୍ରମୱାର୍କ କିମ୍ବା NIRF Ranking ଜାରି କରିଛନ୍ତି। ଏଥିରେ ଦେଶର ଅନେକ ବର୍ଗରେ ଶୀର୍ଷ ଶିକ୍ଷାନୁଷ୍ଠାନଗୁଡ଼ିକର ମାନ୍ୟତା ପ୍ରକାଶ ପାଇଛି। ଗତ ବର୍ଷ, ଏନଆଇଆରଏଫ୍ ର ୧୧ ଟି ବର୍ଗର ମାନ୍ୟତା ଥିଲା। ଏଥିମଧ୍ୟରେ ସାମଗ୍ରିକ, ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, କଲେଜ, ଡାକ୍ତରୀ, ଆଇନ, ସ୍ଥାପତ୍ୟ, ଦନ୍ତ ଏବଂ ରିସର୍ଚ୍ଚ ଅନ୍ତର୍ଭୁକ୍ତ। ତେବେ ଆସନ୍ତୁ ଜାଣିବା ଅପଡେଟ୍ ମାନ୍ୟତା ପ୍ରକାଶ ହେବା ପରେ ଆପଣଙ୍କ ପିଲାମାନଙ୍କ ଅଧ୍ୟୟନ ପାଇଁ କେଉଁ ଶିକ୍ଷାନୁଷ୍ଠାନଟି ସଠିକ୍।

ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଷ୍ଟ୍ରୀୟ ଶିକ୍ଷା ସଂସ୍ଥାନମାନଙ୍କର ମାନ୍ୟତାରେ ଆଇଆଇଟି ମାଡ୍ରାସ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ବାଙ୍ଗାଲୋର ଏବଂ ଆଇଆଇଟି, ବମ୍ବେ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ସମଗ୍ରିକ ବର୍ଗରେ ୧୦ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନର ତାଲିକା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking