18.1 C
Bhubaneswar
Tuesday, November 19, 2024
Homeଓଡିଶାଆସନ୍ତାକାଲିଠୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା

ଆସନ୍ତାକାଲିଠୁ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା

ଭୁବନେଶ୍ବର : ଗତ ୧ତାରିଖରୁ ଏହା ଲାଗୁ ହେବାର ଥିଲା ତେବେ ପରେ ଏହାକୁ ଡିସେମ୍ବର ୧୫ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା । ଟୋଲଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ଫାଷ୍ଟ ଟ୍ୟାଗ୍ ବ୍ୟବସ୍ଥାକୁ କଡାକଡି କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଅନେକ ଗାଡି ମାଲିକ ଏହି ଫାଷ୍ଟ ଟ୍ୟାଗ୍ ଲଗାଇ ନାହାନ୍ତି । ଜାତୀୟ ରାଜପଥରେ NHAI କାଉଣ୍ଟରରେ ଏହି ଫାଷ୍ଟ ଟ୍ୟାଗ୍ ମିଳିବା ଲାଗି ବ୍ୟବସ୍ଥା କରାଯାଇଛି ।
ଏହାସହ ଫାଷ୍ଟ ଟ୍ୟାଗ୍ ଅନଲାଇନରେ ମଧ୍ୟ ମିଳିପାରିବ । କାଲିଠୁ ଟୋଲଗେଟରେ ନଗଦ ଟଙ୍କା ନିଆଯିବ ନାହିଁ l ଫାଷ୍ଟ ଟ୍ୟାଗ ଜରିଆରେ ଅନଲାଇନରେ ଗାଡି ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିବ l କିନ୍ତୁ ଫାଷ୍ଟ ଟ୍ୟାଗ ବିଷୟରେ ଅନେକ ଗାଡି ମାଲିକ ଜାଣି ନାହାନ୍ତି । ଫଳରେ ସେମାନେ ଅଡୁଆରେ ପଡିବାର ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking