31.1 C
Bhubaneswar
Sunday, May 19, 2024
Homeଓଡିଶାକାଲି ସବୁ ଥାନାରେ ଏତଲା ଦେବ ବିଜେପି:ପୃଥ୍ୱୀରାଜ

କାଲି ସବୁ ଥାନାରେ ଏତଲା ଦେବ ବିଜେପି:ପୃଥ୍ୱୀରାଜ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ସବୁଥାନାରେ ଏତଲା ଦେବ ବିଜେପି । ବିଜେପି ଡିଜି,ଟୁଇନ ସିଟି କମିଶନର,ଡିସିପିଙ୍କ ନାଁରେ ଏତଲା କରିବ । ଯଦି ପୋଲିସ ଏତଲା ନରଖିବ ତାହେଲେ ସବୁ କୋର୍ଟଙ୍କ ଦ୍ୱାରସ୍ତ ହେବ । ୪ତାରିଖରେ ସବୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରିବ । ଯୁବମୋର୍ଚ୍ଚା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ବିକ୍ଷୋଭ ହେବ । ପ୍ରେସମିଟରେ ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୁଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking