43.9 C
Bhubaneswar
Friday, April 19, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ : ଆଜି ବ୍ୟବସାୟରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ମନସ୍କାମନା ପୂର୍ଣ୍ଣ ହେବ । ବନ୍ଧୁ ସହଯୋଗ ପାଇବେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ପାରିବାରିକ ଅଶାନ୍ତି ଦେଖାଦେବ । ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ ।
ବୃଷ : ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ଆୟ ପରିମାଣ ବୃଦ୍ଧି ପାଇବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଂଚଳ ପ୍ରକୃତିର ହେବେ । ସରକାରୀ ସ୍ତରରୁ ସମ୍ମାନ ଓ ଧନଲାଭ ହେବ ।
ମିଥୁନ : ହଜିଥିôବା ଦ୍ରବ୍ୟର ସନ୍ଧାନ ମିଳିବ । ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ହେବେ ।
କର୍କଟ : ସେବା କ୍ଷେତ୍ରରେ ଅବତୀକ୍ତ ହେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇପାରନ୍ତି । ସୁଖ ସମୃଦ୍ଧି ଜୀବନ ଯାପନ କରିବେ । ଧର୍ମପରାୟଣ ହେବେ । ସାହସୀ ହେବ ।
ସିଂହ : ଯାତ୍ରାଦିରେ ସମ୍ମାନୀତ ହୋଇପାରନ୍ତି । ଦୁଃଖ ଶୋକରେ ଦିନଟି ଅତିବାହିତ କରିପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି ।
କନ୍ୟା : ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି ।
ତୁଳା : ଯାତ୍ରାଦିରେ ଆନନ୍ଦ ଅନୁଭବ କରିପାରନ୍ତି । ପାରିବାରିକ ବିଶୃଙ୍ଖଳା ପାଇଁ କ୍ଷୋଭ ପ୍ରକାଶ କରିବେ । ବଦଖର୍ଚ୍ଚ ହୋଇପାରେ । ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।
ବିଛା : ଥଣ୍ଡାଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଚଂଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ଳାଭବାନ ହେବେ ।
ଧନୁ : ଆୟ ସନ୍ତୋଷଜନକ ହେବ । ଚନ୍ଦ୍ରଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନଶାଳୀ ହେବେ । ସୁସ୍ଥ ଓ ନିରାମୟ ହେବେ ।
ମକର : ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି । ସାହସୀ ହେବେ । ଭାତୃ ସ୍ନେହ ରହିବ । ନିଜ କର୍ମରେ ଅଗ୍ରଗତି ହୋଇପାରନ୍ତି । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇପାରନ୍ତି । ମନ ପ୍ରସନ୍ନ ରହିବ । ପ୍ରେମୀ ଓ ସାହସୀ ହେବେ ।
କୁମ୍ଭ : ଦକ୍ଷତାର ଉପଯୋଗ କରିପାରନ୍ତି । ଭାଗ୍ୟଶାଳୀ ହେବେ । ବ୍ୟକ୍ତିତ୍ୱର ପରକୋଷ୍ଠା ପ୍ରତିପାଦନ କରିପାରନ୍ତି । ମଧୁରଭାଷୀ ସହନଶୀଳ ଶାନ୍ତିପ୍ରିୟ ହେବେ । ମିତ୍ର ସୁଖ ଲାଭ କରିବେ ।
ମୀନ : ମହିଳାମାନେ ସ୍ୱାମୀଙ୍କ ସ୍ନହ ଓ ସହଯୋଗ ପାଇବେ । ଚନ୍ଦ୍ରଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପାୟିତ ହେବେ । ସୁସ୍ଥ ଓ ନିରାମୟ ରହିବେ । ମାଲିମୋକଦ୍ଦମାରେ ଜିତି ଆନନ୍ଦ ଲାଭ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking