27.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା.....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…..

ମେଷ : କର୍ମକ୍ଷେତ୍ରରେ ଉନ୍ନତି କରିବେ । ବ୍ୟବସାୟରେ ଲାଭବାନ ହେବେ । ସମ୍ପତି ଓ ଜମିବାଡ଼ି ସମ୍ବନ୍ଧୀୟ କାର୍ଯ୍ୟରେ ଥିବା ବିଘ୍ନ ଦୂର ହେବ । ଆର୍ଥିକ ଅବସ୍ଥା ସୁଦୃଢ଼ ରହିବ ।

ବୃଷ : ଆଜି ସକାଳ ସକାଳୁ ବନ୍ଧୁମାନଙ୍କ ସହଯୋଗ ପାଇବେ । କୌଣସି ଶୁଭକାମ କରିବେ । ସାମାଜିକ ସ୍ତରରେ ସମ୍ମାନିତ ହେବେ । ମହିଳାମାନେ ନିଜର ଅଧିକାର ସାବସ୍ଥ୍ୟକରିବେ ।

ମିଥୁନ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଶତ୍ରୁମାନେ ପରାଜିତ ହେବେ । ବ୍ୟବସାୟରେ ସଫଳତା ଲାଭକରିବେ । ଶାରିରୀକ ସୁସ୍ଥତା ବୃଦ୍ଧି ପାଇବ । ଆକସ୍ମିକ ଧନଲାଭ ହେବ ।

କର୍କଟ : ବ୍ୟବସାୟରେ ଆଜି ଲାଭବାନ ହେବେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭୂମି ଓ ବାହାନ ଆଦି କ୍ରୟ କରିପାରନ୍ତି । ଶତ୍ରୁମାନେ ପରାଜିତ ହେବେ । ମହିଳାମାନେ ସୁଖି ହେବେ ।

ସିଂହ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ଉନ୍ନତି ହେବ । ବନ୍ଧୁମାନେ ସହଯୋଗ କରିବେ । ଭାତୃ ବିବାଦ ଦେଖାଦେବ ।

କନ୍ୟା : ଆଜି ବ୍ୟବସାୟରେ କ୍ଷତି , ଲାଭ ସମାନ ରହିବ । ଶତ୍ରୁମାନେ ପରାଜିତ ହେବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ବୃଦ୍ଧି ହେବ । ମହିଳାମାନେ ସାମାଜିକ ପ୍ରତିଷ୍ଠା ଲାଭ କରିବେ ।

ତୁଳା : ଆଜି ଚାକିରୀକ୍ଷେତ୍ରରେ ଉନ୍ନତି ହେବ । ଆକସ୍ମିକ ଅର୍ଥଲାଭ ହେବ । ବ୍ୟବସାୟରେ ଲାଭବାନ ହେବେ । ଦୂରଯାଗାକୁ ଯାଇପାରନ୍ତି ।

ବିଛା : ବିଭିନ୍ନ ଦିଗରୁ ଆୟ ଆସିବ । ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । ଇଚ୍ଛା ପୂରଣ ହେବ ଭୂମି କିଣିପାରନ୍ତି । ମହିଳାମାନେ ସୁଖି ହେବେ ।

ଧନୁ : ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ବିଶିଷ୍ଠ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ଦ୍ୱାରା ଲାଭବାନ ହେବେ । ପାରବାରିକ ସୁଖ ବୃଦ୍ଧି ହେବ ।

ମକର : କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହୋଇପାରେ । ବିବାଦରେ ଛନ୍ଦି ହୋଇପାରନ୍ତି । ଆଜି ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ । ବନ୍ଧୁ ସହଯୋଗ ପାଇବେ । ଶୁଭ ସମ୍ବାଦ ପାଇପାରନ୍ତି ।

କୁମ୍ଭ : ବ୍ୟବସାୟରେ ଲାଭବାନ ହେବେ । ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ସହଯୋଗ ମିଳିବ । ପାରିବାରିକ ସୁଖ ବୃଦ୍ଧି ହେବ । ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ ।

ମୀନ : କର୍ମକ୍ଷେତ୍ରରେ ବାଧା ଉପୁଜିବ । ପାରିବାରିକ ଅଶାନ୍ତି ଦେଖାଯିବ । ପରିଶ୍ରମ ଦ୍ୱାରା ବ୍ୟବସାୟରେ ଉନ୍ନତି ହୋଇପାରେ । ମହିଳାମାନେ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ଅସଫଳ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking