25.1 C
Bhubaneswar
Friday, December 19, 2025
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : କର୍ମକ୍ଷେତ୍ରରେ ସମାନ୍ୟ ଉନ୍ନତୀ ହୋଇପାରେ। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ବ୍ୟବସାୟରେ ସଫଳତା ପାଇବେ।

ବୃଷ : କୌଣସି ଶୁଭ ସମାଚର ପାଇପାରନ୍ତି। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କର୍ମକ୍ଷେତ୍ରରେ ପ୍ରଗତି ହେବ। ବନ୍ଧୁ ସହଯୋଗ ମିଳିବ। ଦେହ ଅସୁସ୍ଥ ହୋଇପାରେ। ମହିଳାମାନେ ଲାଭବାନ୍ ହେବେ।

ମିଥୁନ : ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇବ। ପାରିବାରିକ ଶାନ୍ତି ମିଳିବ। ନୂତନ ଯୋଜନାରେ ସଫଳତା ଅର୍ଜନ କରିବେ। କର୍ମକ୍ଷେତ୍ରରେ ଉନ୍ନତି କରିବେ। କାର୍ଯ୍ୟ ସିଦ୍ଧି ହେବ। ମହିଳାମାନେ ସୁଖୀ ହେବେ।

କର୍କଟ : ଆଜି ଚନ୍ଦ୍ରକ ଚଳନ ହେତୁ ବ୍ୟବସାୟରେ ଲାଭବାନ୍ ହେବେ। ମାନ ସମ୍ମାନ ବୃଦ୍ଧି ପାଇବ। ଆର୍ଥିକ ଅବସ୍ଥା ସୁଦୃଢ଼ ହେବ। ନୂତନ ଦ୍ରବ୍ୟ ଲାଭର ସୁଯୋଗ ଅଛି।

ସିଂହ : କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି। ଆର୍ଥିକ ସମସ୍ୟା ଦେଖାଦେଇପାରେ। ଭୂମି ଗୃହ ପ୍ରଭୃତି କ୍ରୟର ସୁଯୋଗ ମିଳିପାରେ।

କନ୍ୟା : ବ୍ୟବସାୟ ଓ କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ଅଛି। ଆର୍ଥିକ ଅବସ୍ଥାରେ ଉନ୍ନତି ହେବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ମାନସମ୍ମାନ ବୃଦ୍ଧି ହେବ। ନୂତନ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।

ତୁଳା : ଆଜି ଚାକିରୀ କ୍ଷେତ୍ରରେ ପଦୋନ୍ନତି ପାଇବେ। ବନ୍ଧୁମାନଙ୍କ ଦ୍ୱାରା ସମ୍ମାନୀତ ହେବେ। ବାହାନ, ଗୃହ ଇତ୍ୟାଦି କ୍ରୟର ସୁଯୋଗ ଆସିବ। ମାଲିମକୋଦ୍ଦମାରେ ବିଜୟ ଲାଭ କରିବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।

ବିଛା : ଆଜି ସମସ୍ତ କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହେବ। ମାନସିକ ଅଶାନ୍ତି ବୃଦ୍ଧି ପାଇବ। ପାରିବାରିକ ଅଶାନ୍ତି ବୃଦ୍ଧି ପାଇବ। ଦୁର୍ଘଟଣାର ଭୟ ଅଛି। ଶାରିରିକ ଅସୁସ୍ଥତା ଦେଖାଦେବ। ମହିଳାମାନେ ଚିନ୍ତିତ ରହିବେ। ଛାତ୍ରଛାତ୍ରୀମାନେ ଅସଫଳ ହେବେ।

ଧନୁ : ବ୍ୟବସାୟରେ ଲାଭବାନ୍ ହେବେ। କାର୍ଯ୍ୟ ସିଦ୍ଧି ହେବାର ସୁଯୋଗ ମିଳିବ। ନୂତନ ଦ୍ରବ୍ୟ ଲାଭର ସୁଯୋଗ ମିଳିବ। ଆର୍ଥିକ ଉନ୍ନତି ହେବ। ଦୂର ଯାଗା ଯାଇପାରନ୍ତି। ମହିଳାମାନେ ସୁଖି ହେବେ। ଅନ୍ୟକୁ ସାହାଯ୍ୟ କରିବେ।

ମକର : ପରିଶ୍ରମ ଦ୍ୱାରା ମନସ୍କାମନା ପୂରଣ ହେବ। ଧନଲାଭ ହେବ। ସୁଖ ସାମଗ୍ରୀ ବୃଦ୍ଧି ହେବ। ଚାକରୀ ଓ ବ୍ୟବସାୟରେ ଉନ୍ନତି ହେବ। ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଧର୍ମ କାର୍ଯ୍ୟରେ ଲାଗି ରହିବେ। ପିଲାମାନେ ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ : କର୍ମକ୍ଷେତ୍ରରେ ପ୍ରଶାସ୍ତ ହେବେ। ପଦୋନ୍ନତି ହୋଇପାରେ। ଧନାଗମର ସୁଯୋଗ ଅଛି। ଆୟ ବ୍ୟୟ ସମାନ ରହିବ। ମାନସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀମାନେ ଶିକ୍ଷାରେ ସଫଳତା ହାସଲ କରିବେ।

ମୀନ : ଆଜି ବ୍ୟସାୟରେ ଧନ,ଯଶ ଲାଭ କରିବେ। ରାଜ ସମ୍ମାନ ପ୍ରାପ୍ତି ହେବ। ଚାକିରୀ କ୍ଷେତ୍ରରେ ସମ୍ମାନୀତ ହେବେ। ପଦୋନ୍ନତି ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିବେ। ନୂତନ ବନ୍ଧୁ ସହଯୋଗ ମିଳିବ। ମହିଳାମାନେ ସୁଖୀ ହେବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking