28.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ମେଷ: ବନ୍ଧୁ ମେଳରେ ଆନନ୍ଦିତ ହେବେ । ନୂତନ ଅଭିଜ୍ଞତା ପାଇପାରନ୍ତି । ଶାରୀରିକ କଷ୍ଟଭୋଗି ଉତ୍ସବାଦିରେ ଯୋଗଦେବେ । ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ବାତଜନିତ ବେଦନା ଭୋଗିବେ ।
ବୃଷ: କାର୍ଯ୍ୟରେ ଅସୁବିଧା ବଢ଼ିବ । ତ୍ରୁଟି ଯୋଗୁ ଅପଦସ୍ତ ହେବେ । ଦ୍ରବ୍ୟ ହାନି ଯୋଗ ରହିଛି। ଅଭାବରୁ ମୁକ୍ତି ମିଳିବ । ସତର୍କତାର ସହ ଚଳିବେ । ଲାଭ ଆଶାରେ ଉତ୍ସାହିତ ହେବେ ।
ମିଥୁନ: ବହୁଦିନର ଅଶାନ୍ତି ଦୂର ହେବ । ଅଯାଚିତ ସାହାଯ୍ୟ ମିଳିପାରେ । ଜଣାବ୍ୟକ୍ତିଙ୍କଠାରୁ ଉପକୃତ ହେବେ । ସହକର୍ମୀଙ୍କର ନେତୃତ୍ୱ ନେବେ ।
କର୍କଟ: ଆକସ୍ମିକ ହାନି ଘଟିପାରେ । କାର୍ଯ୍ୟରେ ବିଫଳତା ଉପୁଯିବ । ନିଜକୁ ଅସହାୟ ମନେ କରିବେ । ମନବ୍ୟାକୁଳ ରହିବ । ମନସ୍କାମନା ସଫଳ ହେବ । ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହେବେ ।
ସିଂହ: କୌଣସି କାର୍ଯ୍ୟରେ ଆସ୍ଥା ହରାଇପାରନ୍ତି । ମାଲିମୋକଦ୍ଦମା ହେବାର ଅଛି । ଆର୍ଥିକ ସମସ୍ୟା ଉପୁଯିବ । ପାରିବାରିକ ଶାନ୍ତି ମିଳିପାରେ । ପରିଶ୍ରମ ବୃଥା ହେବ ।
କନ୍ୟା: ଆଜି ଆର୍ଥିକ ଆବଶ୍ୟକତା ଉପୁଯିପାରେ । ଶତ୍ରୁ ଆପଣଙ୍କୁ କ୍ଷତିରେ ପକାଇବେ । କାର୍ଯ୍ୟ ଧାରାରେ ଉନ୍ନତି ହେବ । କାର୍ଯ୍ୟ ବିଳମ୍ବ ହେବ । କାର୍ଯ୍ୟରୁ ଆନନ୍ଦ ପାଇବେ ।
ତୁଳା: ଆଜି ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ପ୍ରତିଯୋଗିତାରେ ସୁଫଳ ହେବ । ଗୁପ୍ତଧନର ସନ୍ଧାନ ପାଇବେ । ଭାତୃ ବିବାଦର ସମ୍ମୁଖୀନ ହେବେ । ନୂତନ ସମ୍ପର୍କ ସୃଷ୍ଟି ହେବ । ଦେବଦର୍ଶନ କରିବେ ।
ବିଛା: ପାରିବାରିକ ଅଶାନ୍ତି ଉପୁଯିବ । ଅଭିଳାଷ ପୂରଣ ହେବ । ଆୟ ବଢ଼ିପାରେ । ବନ୍ଧୁ ମିଳନ ଘଟିବ । ଚାକିରିରେ ପଦୋନ୍ନତି ସୂଚନା ମିଳିପାରେ । ମାନସିକ ଭାରସାମ୍ୟ ହରାଇବେ ।
ଧନୁ: ଆଜି ପଦୋନ୍ନତି ପାଇଁ ଚେଷ୍ଟା କରିବେ । ଉଚ୍ଚ ଆଶା କରିବେ । ଚାକିରିରେ ସ୍ୱାଧୀନତା ମିଳିବ । ସମ୍ମାନହାନି ଘଟିପାରେ । ଶାରୀରିକ ପୀଡ଼ା ଭୋଗିବେ । ଦେହଭଲ ରହିବ ।
ମକର: ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଅନାଦର ହୋଇପାରନ୍ତି । ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ । ଧାତୁ ପଦାର୍ଥ ପାଇପାରନ୍ତି । ଦେବପୂଜା କରିବେ । ମନଅସ୍ଥିର ହେବ । ପ୍ରସନ୍ନ ରହିବେ ।
କୁମ୍ଭ: ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ବିପଦ ଦୂରେଇ ଯିବ । ଯୋଗାଯୋଗ ସଫଳ ହେବ । ମନବଳ କମିବ । ବିଳାସଦ୍ରବ୍ୟ ଲାଭ କରିବେ । ସୁଖ ମିଳିବ ।
ମୀନ: ସାମାନ୍ୟ ଆର୍ଥିକ ଲାଭ ଘଟିପାରେ । ମୋହରେ ପଡ଼ି ଅକାର୍ଯ୍ୟ କରିବେ । ଶତ୍ରୁ ସହ ମୁହାଁମୁହିଁ ହେବ । ଜଞ୍ଜାଳ ଏଡାଇବାକୁ ଚେଷ୍ଟା କରିବେ । ଗୃହ କାର୍ଯ୍ୟରେ ବାଧାସୃଷ୍ଟି ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking