40.1 C
Bhubaneswar
Thursday, April 25, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା...

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା…

ମେଷ : ଆଜି ସକାଳୁ ସକାଳୁ ଭ୍ରମଣ ଆପଣଙ୍କ ପାଇଁ ଶାନ୍ତି ଦାୟକ ହେବ । ଧନକ୍ଷୟ ହେବାର ସୂଚନା ମିଳୁଛି । ମାନସିକସ୍ତରରେ ପୀଡ଼ିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଚନ୍ଦ୍ରଙ୍କ ଭୋଗ କାଳରେ ସତର୍କରେ ଚଳିବା ଭଲ ହେବ ।
ବୃଷ: ବ୍ୟକ୍ତିଗତ ସମସ୍ୟାକୁ ସମାଧାନ କରିବାରେ ସକ୍ଷମ ହେବେ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଭିନ୍ନଭିନ୍ନ ସୂତ୍ରରୁ ଧନ ପ୍ରାପ୍ତି ହେବେ । ପାରିବାରିକ ସୁଖ ମିଳିବ । ବନ୍ଧୁ ସହାୟତା ପାଇ ଆନନ୍ଦିତ ହେବେ ।
ମିଥୁନ: ଆଜି ଉପୁଜିଥିବା ବିପଦର ମୁକାବିଲା କରିପାରନ୍ତି । ମନରେ ଗର୍ବଭାବ ଆସିପାରେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇ କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି । ସବୁସ୍ତରର ଲୋକଙ୍କ ସହିତ ମିତ୍ରତା ଯୋଡ଼ିବେ ।
କର୍କଟ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ମନରେ ନୂଆଭାବ ଜାତ ହୋଇପାରେ । କର୍ମ ଚଂଚଳ ରହିବେ । ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ଧନଭୋଗ କରିପାରନ୍ତି । ପରକୁ ଆପଣାର କରିବାରେ ସକ୍ଷମ ହେବେ ।
ସିଂହ: ନିଜେ କରୁଥିବା କାର୍ଯ୍ୟ ଆପଣଙ୍କ ପାଇଁ ଆନନ୍ଦ ଦାୟକ ହୋଇପାରେ । ନିଜକୁ କଳହ ମୁକ୍ତ ରଖିପାରିଲେ ସୁନାମରେ ଅଧିକାରୀ ହୋଇପାରନ୍ତି । ବସ୍ତୁ, ଭୂଷଣ ଲାଭ ହୋଇପାରେ । ପଶୁ ଧନାଦି ଯୁକ୍ତ ହୋଇପାରନ୍ତି । ନିରୋଗ ଶରୀର ଯୁକ୍ତ ହେବେ ।
କନ୍ୟା: ପ୍ରତିକୂଳ ପରିସ୍ଥିତି ଥାଇ ବି ତାକୁ ଭୃକ୍ଷେପ ନ କଲେ ଲକ୍ଷ୍ୟ ପଥରେ ଆଗକୁ ବଢ଼ି ପାରିବେନି । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନୋବଳ ଦୃଢ଼ ରହିବ । ଆରୋଗ୍ୟ ହେବେ । ଅର୍ଥଲାଭର ସୂଚନା ମିଳୁଛି । ପ୍ରତି କାର୍ଯ୍ୟରେ ବ୍ୟୟ କରିପାରନ୍ତି ।
ତୁଳା: ଗୃହକାର୍ଯ୍ୟ ଆନନ୍ଦଦାୟକ ହୋଇପାରେ । କଣ କରିବେ ଓ କଣ ନ କରିବେ କିଛି ସ୍ଥିର କରିପାରିବେ ନାହିଁ । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ନିଜେ କରିଥିବା ପରିଶ୍ରମର ପାରିଶ୍ରମିକ ମିଳିବ ।
ବିଛା: ଆଜି କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଯାହା ପରିସ୍ଥିତି ଉପୁଯିବ ସେଥିରୁ ଆସ୍ଥା ହରାଇପାରନ୍ତି । ଆନନ୍ଦ ଉତ୍ସାହ ଲାଗି ରହିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚିନ୍ତାଧାରାରେ ଉନ୍ନତି ହେବ ।
ଧନୁ: ଭାତୃ ସ୍ନେହରେ ବାଧା ଉପୁଜିପାରେ । ଆୟ ବୃଦ୍ଧି ସହିତ ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି । ପାରିବାରିକ ସୁଖ ଅବ୍ୟାହତ ରହିବ । ଆମୋଦ ପ୍ରମୋଦରେ ସମୟ ବିତିବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ ।
ମକର: ଧନଲାଭର ସୁଯୋଗ ସୃଷ୍ଟି ହୋଇଛି । ସରକାରୀସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନ ପ୍ରାପ୍ତିର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ । ନୈତିକତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭଜନକ ହେବ ।
କୁମ୍ଭ: ଉତ୍ସବରେ ଯୋଗଦାନ କରିପାରନ୍ତି । ସାଧନା ଫଳବତୀ ଲାଗି ମନରେ ଆନନ୍ଦ ଉଲ୍ଲାସ ଲାଗିରହିବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ବେପାର ବାଣିଜ୍ୟରେ ଲାଭ ପାଇବେ । ସତକର୍ମରେ ବ୍ୟୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି ।
ମୀନ: ମନରେ ଉଦବେଗ ଜାତ ହୋଇପାରେ । ବିଭିନ୍ନସ୍ତରରୁ ସହାୟତା ମିଳିପାରେ । ଆର୍ôଥକ ଉତ୍ସବରେ ଦିନଟି ଅତିବହିତ କରିପାରନ୍ତି । ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହେବେ । ଜନୈକା ମହିଳାଙ୍କ ଦ୍ୱାରା ବିଶେଷ ଉପକୃତ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking