30.1 C
Bhubaneswar
Tuesday, October 20, 2026
Homeଓଡିଶାଆଜି ମହାମାୟାଙ୍କ ମହାନବମୀ

ଆଜି ମହାମାୟାଙ୍କ ମହାନବମୀ

ଭୁବନେଶ୍ୱର: ସାରା ରାଜ୍ୟରେ ଦୁର୍ଗାପୂଜା ଖୁବ୍ ଆଡମ୍ବର ସହକାରେ ପାଳିତ ହେଉଛି । ଆଜି ମହାମାୟାଙ୍କ ମହାନବମୀ । ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡିକରେ ଭକ୍ତମାନଙ୍କର ଭିଡ଼ ଜମିଗଲାଣି । ଲୋକମାନେ ଫୁଲ, ଧୂପ, ନୈବେଦ୍ୟ ଦେଇ ମା’ଙ୍କୁ ପୂଜା କରିବା ସହିତ ଜଗଜ୍ଜନନୀଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି ।ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଗହଳି ଦେଖିବାକୁ ମିଳିଛି । ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ମଣ୍ଡପ ବୁଲିଛନ୍ତି। ତୋରଣ, ସାଜସଜ୍ଜାକୁ ମନଭରି ଉପଭୋଗ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking