26.1 C
Bhubaneswar
Saturday, August 23, 2025
Homeଦେଶ ବିଦେଶଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଦ୍ୱିତୀୟ ମ୍ୟାଚ୍‌‌

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଦ୍ୱିତୀୟ ମ୍ୟାଚ୍‌‌

ନୂଆଦିଲ୍ଲୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ତିନି ମ୍ୟାଚ୍‌‌ ବିଶିଷ୍ଟ ଟି୨୦ ସିରିଜ୍‌‌ର ଦ୍ୱିତୀୟ ମ୍ୟାଚ୍‌‌ ଆଜି ଖେଳାଯିବ। ଦକ୍ଷିଣ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କରେ ଭାରତୀୟ ସମୟ ରାତି ୮ଟା ୩୦ମିନିଟ୍‌‌ରେ ମ୍ୟାଚ୍‌‌ ଆରମ୍ଭ ହେବ। ଏହି ସିରିଜ୍‌‌ର ପ୍ରଥମ ମ୍ୟାଚ୍‌‌ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଡିସେମ୍ବର ୧୪ରେ ଜୋହାନ୍ସବର୍ଗରେ ତୃତୀୟ ମ୍ୟାଚ୍‌‌ ଖେଳାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking