29.1 C
Bhubaneswar
Sunday, March 16, 2025
Homeଓଡିଶାଆଜି ଯୋଡା ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

ଆଜି ଯୋଡା ଶ୍ରାବଣର ଶେଷ ସୋମବାର, ବାବା ଆଖଣ୍ଡଳମଣୀଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ

ବ୍ୟୁରୋ : ଆଜି ହେଉଛି ଯୋଡା ଶ୍ରାବଣର ଶେଷ ସୋମବାର । ସଂକ୍ରାନ୍ତି ଠାରୁ ସଂକ୍ରାନ୍ତି ବ୍ରତ ପାଳନ କରୁଥିବା ଭକ୍ତଙ୍କ ପାଇଁ ଆଜି ଶ୍ରାବଣର ଶେଷ ସୋମବାର । ଏଥିପାଇଁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଶହଶହ ବୋଲବମ୍ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।ବ୍ୟାରିକେଡରେ ଲମ୍ୱା ଲାଇନରେ ରହି ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରୁଛନ୍ତି ଭକ୍ତ । ଶୃଙ୍ଖଳିତ ଜଳଲାଗି ପାଇଁ ପୋଲିସ ପ୍ରଶାସନ ତରଫରୁ ମନ୍ଦିର ସମେତ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking