31.1 C
Bhubaneswar
Monday, June 17, 2024
Homeଓଡିଶାଭାସିଗଲେ ୩ ପର୍ଯ୍ୟଟକ; ୨ ଉଦ୍ଧାର

ଭାସିଗଲେ ୩ ପର୍ଯ୍ୟଟକ; ୨ ଉଦ୍ଧାର

ପୁରୀ: ପୁରୀ ଲାଇଟ ହାଉସ ବେଲାଭୂମିରେ ଭାସିଗଲେ ୩ ଜଣ ପର୍ଯ୍ୟଟକ । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଉଦ୍ଧାର ହୋଇଥିବା ୨ ପର୍ଯ୍ୟଟକ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଲାଇଫଗାର୍ଡ ମାନେ ତିନି ପର୍ଯ୍ୟଟକଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରି ପୁରୀ ସଦର ହସପିଟାଲରେ ଭର୍ତ୍ତି କରିଛନ୍ତି । ଜଣେ ସୁସ୍ଥ ଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି। ଉଦ୍ଧାର ହୋଇଥିବା ଦୁଇ ପର୍ଯ୍ୟଟକ ହେଉଛନ୍ତି ୨୨ବର୍ଷୀୟ ଭଦ୍ରକ ବିଟିପୁର ଅଞ୍ଚଳର ରହେଶ କୁମାର ସିଂ ଏବଂ ଅନ୍ୟ ଜଣେ ହେଲେ ଅନୁଗୁଳର ୨୨ବର୍ଷୀୟ ଓମ୍ ପ୍ରକାଶ ଯାଦବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking