ବାରିପଦା: ଦ୍ରୁତଗତି, ମହା ବିପତ୍ତି। ଏଭଳି ଖବର ମୟୂରଭଞ୍ଜ ଜିଲ୍ଲା ସୁଲିଆପଦା ବ୍ଲକ ସିଙ୍ଗଡ଼ା ଅଞ୍ଚଳରୁ ଆସିଛି। ଭୀମମେଳା ଘଟ ଉତ୍ତୋଳନରୁ ଫେରିବା ବେଳେ ୩ ଜଣ ବାଇକ୍ ଆରୋହୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ଭାରସାମ୍ୟ ହରାଇ ଡିମିଆ ନିକଟରେ ଗଛରେ ଧକ୍କା ଖାଇ ସମୋନଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।