30.1 C
Bhubaneswar
Saturday, October 5, 2024
Homeଓଡିଶାବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ !

ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ !

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଖବର ସାମ୍ନାକୁ ଆସିଛି । ଫୋନ୍ କଲ୍ ଯୋଗେ ଧକମ ମିଳିଥିବା ପୋଲିସର ଅଭିଯୋଗ । ବୈଜୟନ୍ତ ଜଣେ ସହଯୋଗୀ ଉକ୍ତ ଫୋନ୍ କଲ୍ ରିସିଭ୍ କରିଥିଲେ । ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ କହିଥିଲେ କଲର୍ ।  ଧକମ କଲ୍ ନେଇ ଦିଲ୍ଲୀ ପୋଲିସର ଏତଲା କରାଯାଇଛି । ସତ କି ପ୍ରାଙ୍କ୍ କଲ୍ ଜଣାପଡିବା ସମ୍ଭବ ନଥିବାରୁ ଏତଲା ହୋଇଛି । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ତରଫରୁ ସୂଚନା ମିଳିଛି ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking