28.1 C
Bhubaneswar
Sunday, June 30, 2024
Homeଓଡିଶାଭିସୁଟ ପାଇଁ ହଜାରେ କୋଟି –ମୁଖ୍ୟ ସଚିବ

ଭିସୁଟ ପାଇଁ ହଜାରେ କୋଟି –ମୁଖ୍ୟ ସଚିବ

ଭୁବନେଶ୍ୱର : ବୁର୍ଲା ଭିସୁଟ ମାଷ୍ଟରପ୍ଲାନ ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । ଭିସୁଟ୍ ପରିଦର୍ଶନ ପରେ ସୂଚନା ଦେଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ଭିସୁଟ୍ ର ବିକାଶ ପାଇଁ ମାଷ୍ଟ୍ରରପ୍ଲାନ କରାଯିବ କହିଲେ ମୁଖ୍ୟ ସଚିବ । ମାଷ୍ଟରପ୍ଲାନ କରାଯାଇ ପ୍ରାୟ ୧ ହଜାର କୋଟି ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ । ଭିସୁଟ୍ କୁ ସେଣ୍ଟର ଅଫ ଏକ୍ସଲେନ୍ସରେ ପରିଣତ କରାଯିବ । ୫ ହଜାର ଶୀକ୍ଷାର୍ଥୀ ଅଛନ୍ତି , ୧୦ ହଜାରକୁ ବୃଦ୍ଧି କରାଯିବ । ସମ୍ପ୍ରସାରଣ ପାଇଁ ୮୦ ଏକର ଜମି ଚିହ୍ନଟ ହୋଇଛି କହିଲେ ମୁଖ୍ୟ ସଚିବ ।

ରାଜଧାନୀରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking