27.1 C
Bhubaneswar
Sunday, June 8, 2025
Homeଓଡିଶାଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ

ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ରାଜଧାନୀରେ ଆଜି ବି ଗର୍ଜିଲେ ଆଶାକର୍ମୀ । ଲୋୟର ପିଏମଜିରେ ହଜାର ହଜାର ଆଶାକର୍ମୀଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା । ସ୍ଥାୟୀ ଚାକିରି, ଦରମା ବୃଦ୍ଧି ଓ ପେନସନ୍ ଦାବିରେ ବିକ୍ଷୋଭ ପର୍ଦଶନ କରାଯାଉଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking