30.1 C
Bhubaneswar
Monday, May 20, 2024
Homeଓଡିଶାଏଥର ସାଲିସବିହୀନ ଲଢେଇ ହେବ : ମନମୋହନ

ଏଥର ସାଲିସବିହୀନ ଲଢେଇ ହେବ : ମନମୋହନ

ଭୁବନେଶ୍ୱର : ଦିଲ୍ଲୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କେନ୍ଦ୍ର ନେତୃତ୍ୱବୃନ୍ଦଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତ । ଓଡିଶାରେ ବ୍ୟାପକ ପରିବର୍ତ୍ତନ ହେବ କହିଲେ ମନମୋହନ । ରାଜ୍ୟରେେ ଲୋକଙ୍କ ଭିତରେ ଆକ୍ରୋଶ ରହିଛି, ପରିବର୍ତ୍ତନ ହେବ । ଶାସନ ପରିବର୍ତ୍ତନ ପାଇଁ ଲୋକେ ମନ ସ୍ଥିର କରି ସାରିଛନ୍ତି । ମୋଦି ଯାହା କହନ୍ତି, ତାହା କରନ୍ତି ; ଲୋକେ ଏହା ଗ୍ରହଣ କରିସାରିଛନ୍ତି । ନିଶ୍ଚିତ ଭାବେ ଏକ ପଜିଟିଭ ଭୋଟ୍ ଓଡିଶାର ହେବ । ରାଜ୍ୟ ସରକାରଙ୍କ ବିଫଳତା ପାଇଁ ନେଗେଟିଭ ଭୋଟ୍ ମଧ୍ୟ ହେବ । ୫ ବର୍ଷ ଶାସନରେ ମାନଚିତ୍ର ବଦଳାଇ ହେବ, କିନ୍ତୁ ୨୫ ବର୍ଷରେ ବଦଳିନି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ , କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯାଉଛି । ପୂର୍ବତନ ମନ୍ତ୍ରୀ ଥାନା ଭାଙ୍ଗି ଦେଉଛନ୍ତି , ପ୍ରଶାସନ ନିରବ ବୋଲି କହିଲେ ମନମୋହନ । ଦାୟିତ୍ୱସଂପନ୍ନ ବିରୋଧୀ ଭାବେ ବିଜେପି କାର୍ଯ୍ୟ କରିଛି । ଏଥର ସାଲିସବିହୀନ ଲଢେଇ ହେବ , ଆମେ ସରକାର ଗଢିବୁ ।

Previous article
Next article

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking