36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଏହି କାରଣ ଯୋଗୁଁ ସ୍ମାର୍ଟଫୋନ୍‌ରେ ନିଆଁ ଲାଗିପାରେ!

ଏହି କାରଣ ଯୋଗୁଁ ସ୍ମାର୍ଟଫୋନ୍‌ରେ ନିଆଁ ଲାଗିପାରେ!

ନୂଆଦିଲ୍ଲୀ  : ଗତ କିଛି ମାସରୁ ଏମିତି ଅନେକ ମାମଲା ରିପୋର୍ଟ ହୋଇଛି , ଯେଉଁଥିରେ ଲୋକଙ୍କ ସ୍ମାର୍ଟଫୋନ୍ରେ ହଠାତ୍ନିଆଁ ଯାଇଥାଏ ନିକଟରେ ମଧ୍ୟ ଇଣ୍ଡିଗୋର ଏକ ଫ୍ଲାଇଟ୍ରେ ଯାତ୍ରୀଙ୍କ ସ୍ମାର୍ଟଫୋନ୍ରେ ନିଆଁ ଲାଗି ଯାଇଥିଲା ଆସନ୍ତୁ ଜାଣିବା ସେହି ୫ଟି ମୁଖ୍ୟ କାରଣ କଣ , ଯେଉଁଥି ପାଇଁ ସ୍ମାର୍ଟଫୋନ୍ରେ ନିଆଁ ଲାଗିଥାଏ ଏବଂ ଏଥିରୁ କେମିତି ଫୋନ୍କୁ ସୁରକ୍ଷିତ ରଖି ପାରିବ

ଏହି ତାପମାତ୍ରାରୁ ସ୍ମାର୍ଟଫୋନୁ ଦୂରେଇ ରଖନ୍ତୁ

ନିଜର ସ୍ମାର୍ଟଫୋନ୍କୁ ଡାଇରେକ୍ଟ ହିଟ୍ରେ ରଖିବା ବହୁତ ହାନିକାରକ ହୋଇପାରେ ଏବଂ ଏହା ଏକ ପ୍ରମୁଖ କାରଣ କି ଯେଉଁଥିରେ ସ୍ମାର୍ଟଫୋନ୍ ବ୍ୟାଟେରୀରେ ନିଆଁ ଲାଗିଯାଏ ଅଧିକ ସମୟ ଯାଏ ନିଜର ସ୍ମାର୍ଟଫୋନକୁ ଗରମ ଥିବା ସ୍ଥାନରେ ରଖନ୍ତୁ ନାହିଁ ଏହା ବିପଜ୍ଜନକ ହୋଇପାରେ

ଏହି ସମୟରେ ଫୋନ୍କୁ ଚାର୍ଜ କରନ୍ତୁ ନାହିଁ

ଆମ ମଧ୍ୟରେ ଅନେକ ଲୋକ ନିଜର ସ୍ମାର୍ଟଫୋନ୍କୁ ସେତେବେଳେ ଚାର୍ଜ କରିଥାନ୍ତି , ଯେବେ ରାତିରେ ଶୋଇଥାନ୍ତି , ରାତି ସାରା ଚାର୍ଜିଂରେ ରଖିବାରେ ଫୋନ୍ ବ୍ୟାଟେରୀ ଆବଶ୍ୟକତା ଠାରୁ ଅଧିକ ଗରମ ହୋଇପାରେ ଏବଂ ଏଥିରେ ବି ଫୋନ୍ରେ ନିଆଁ ଲାଗିପାରେ

ଫୋନ୍ରେ ଖରାପ ହେଲେ

ସ୍ମାର୍ଟଫୋନ୍କୁ ଯତ୍ନ ସହକାରେ ରଖିବା ବହୁତ ଜରୁରୀ ହୋଇଥାଏ ଯଦି ଆପଣଙ୍କ ସ୍ମାର୍ଟଫୋନ ହାତରୁ ଖସିପଡ଼ୁଛି ଆପଣଙ୍କୁ କହି ରଖୁଛୁ କି, ଫୋନର ସାମନା ଭାଗ ଯେମିତି କିଛି ହେଉ ହେଲେ ଏହାର ବ୍ୟାଟେରୀ ଉପରେ ଏହାର ପ୍ରଭାବ ନିଶ୍ଚୟ ପଡ଼ିପାରେ , ଯେଉଁଥିରେ ଖୁବ୍ଖରାପ ପ୍ରଭାବ ପଡ଼ିପାରେ

ସ୍ମାର୍ଟଫୋନ୍ରେ ଏମିତି କରନ୍ତୁ ନାହିଁ

ଆମର ସ୍ମାର୍ଟଫୋନ ଏମିତି ଅନେକ କାମ ଏକା ସାଥିରେ କରିପାରେ , ହେଲେ ଗେମିଂ ମଲଟି୍‌ –ଟାସ୍କିଂରେ ଫୋନ୍ ପ୍ରୋସେସର ବହୁତ ଶୀଘ୍ର ଗରମ ହୋଇଥାଏ , ଯେଉଁଥିରେ ଏଥିରେ ନିଆଁ ଲାଗିପାରେ। ଯେମିତି ମଣିଷକୁ ବିଶ୍ରାମ ଦରକାର , ସେମିତି ଆପଣଙ୍କର ସ୍ମାର୍ଟଫୋନ୍କୁ ବି ଆରାମ ଦିଅନ୍ତୁ

ଏହି ଚାର୍ଜର ବ୍ୟବହାର କରନ୍ତୁ ନାହିଁ

ସ୍ମାର୍ଟଫୋନକୁ ଚାର୍ଜ କରିବା ସମୟରେ କେବଳ କମ୍ପାନୀର ବ୍ରାଣ୍ଡେଡ୍ଚାର୍ଜର ହିଁ ବ୍ୟବହାର କରନ୍ତୁ। ଥାର୍ଡ ପାର୍ଟି ଚାର୍ଜର ବା ପୁଣି କୌଣସି ଲକର ଚାର୍ଜରରେ ଫୋନର ବ୍ୟାଟେରୀ ବହୁତ ଖରାପ ହୋଇପାରେ ଏବଂ ଏହିପରି ବ୍ୟାଟେରୀରେ ନିଆଁ ଲାଗିପାରେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking