30.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର

ଦୁର୍ବୃତ୍ତ ଲୁଟିଲେ ୨୫ କୋଟିର ଅଳଙ୍କାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ହୋଇଥିବା ଏକ ବଡ ଧରଣର ଲୁଟ୍‌‌ ଘଟଣା ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି। ଜଙ୍ଗପୁରା ଅଞ୍ଚଳରେ ଏକ ଅଳଙ୍କାର ଶୋ ରୁମ୍‌‌ରେ ଲୁଟେରା କାନ୍ଥ କାଟି ପ୍ରାୟ ୨୫ କୋଟି ମୂଲ୍ୟର ସୁନାରୁପା ଅଳଙ୍କାର ଲୁଟ୍‌‌ କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଦିଲ୍ଲୀର ଜଙ୍ଗପୁରା ଅଞ୍ଚଳରେ ସ୍ଥିତ ଶୋ ରୁମ୍‌‌କୁ ଟାଗେର୍ଟ କରି ଲୁଟେରା କାନ୍ଥ କାଟି ଶୋ ରୁମ୍‌‌ ମଧ୍ୟକୁ ପ୍ରବେଶ କରିଥିଲେ। ଲୁଟ୍‌‌ ପରେ ପୁଲିସ ନିକଟରେ ଅଭିଯୋଗ ପରେ ପୁଲିସ ପହଞ୍ଚି ସିସିଟିଭ ଫୁଟେଜ ଆଧାରରେ ଚୋରଙ୍କୁ ତଲାସ କରିବା ସହ ଘଟଣା ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking