28.1 C
Bhubaneswar
Tuesday, July 2, 2024
Homeଓଡିଶାଟ୍ରେନରେ ଲାଗିଲା ନିଆଁ ; ଜଳିଗଲା ୮ରୁ ୧୦ଟି ବଗି, ନିଆଁକୁ ଆୟତ ପାଇଁ ଚାଲିଛି...

ଟ୍ରେନରେ ଲାଗିଲା ନିଆଁ ; ଜଳିଗଲା ୮ରୁ ୧୦ଟି ବଗି, ନିଆଁକୁ ଆୟତ ପାଇଁ ଚାଲିଛି ପ୍ରୟାସ

ଭଦ୍ରକ: କେନ୍ଦୁଆପଦା ଷ୍ଟେସନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ ମାଲବାହି ଟ୍ରେନରେ କୌଣସି କାରଣ ବସତଃ ନିଆଁ ଲାଗିଛି । ଫଳରେ ଟ୍ରେନର ବଗିରେ ପୋଡି ଜଳି ପାଉଁସ ହୋଇଯାଇଚି । ତେବେ ନିଆଁକୁ ଆୟତ କରିବା ପାଇଁ ସେଠାରେ ଦମକଳବାହିନି ନିୟୋଜିତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ଫଳରେ ୮ ରୁ ୧୦ ବଗି ହୁହୁ ହୋଇ ଯଳୁଥିବା ଜଣାପଡିଛି । ତେବେ ଏହି ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ସେଠାରେ ନିଯୋଜିତ ଥିବା ସୂଚନା ମିଳିଛି । ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ନାହିଁ । ତେବେ ଏନେଇ ତଦନ୍ତ ହେବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking