26.1 C
Bhubaneswar
Friday, July 4, 2025
Homeଓଡିଶାଓଡିଶା ଉପରେ ସତର୍କ ସୂଚନା ନାହିଁ: ଆଇଏମଡି ଡିଜି

ଓଡିଶା ଉପରେ ସତର୍କ ସୂଚନା ନାହିଁ: ଆଇଏମଡି ଡିଜି

ଭୁବନେଶ୍ୱର: ଓଡିଶା ବାତ୍ୟାର ପ୍ରଭାବ ନେଇ ଆଇଏମଡି ଡିଜିଙ୍କ ମନ୍ତବ୍ୟ । ବାତ୍ୟାଟି କୁଆଡେ ଯିବ ଓ କେତେ ତୀବ୍ରତା ରହିବ ସେଇଟା ଏବେ ଯାଏଁ ଆକଳନ ହୋଇପାରି ନାହିଁ । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ବର୍ତ୍ତମାନ ଓଡିଶା ପାଇଁ କିଛି ସତର୍କ ସୂଚନା ନାହିଁ କହିଲେ ଡିଜି ।

ଓଡିଶା ଉପକୂଳ ପାଇଁ ବର୍ଷା ଏବଂ ପବନର ସତର୍କ ସୂଚନା ଏବେ ଯାଏଁ ଜାର ିହୋଇପାରି ନାହିଁ । ଓଡିଶା ପାଇଁ ସତର୍କ ସୂଚନା ନାହିଁ ଏବଂ ଲୋକମାନେ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking