17.1 C
Bhubaneswar
Sunday, November 24, 2024
Homeଓଡିଶାଭୁବନେଶ୍ୱରରାଜ୍ୟରେ ୫ରୁ ୧୨ ବର୍ଷର ୫୦ ଲକ୍ଷ ଶିଶୁ

ରାଜ୍ୟରେ ୫ରୁ ୧୨ ବର୍ଷର ୫୦ ଲକ୍ଷ ଶିଶୁ

ଭୁବନେଶ୍ୱର: ଶିଶୁଙ୍କୁ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟାଚରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା  ଦେଲେ ଯେ  ରାଜ୍ୟରେ ୫ ରୁ ୧୨ ବର୍ଷର ୫୦ ଲକ୍ଷ ପାଖାପାଖି ଶିଶୁ ଅଛନ୍ତି । । ୫ରୁ ୧୨ ବର୍ଷ ଶିଶୁଙ୍କୁ ଟୀକାକରଣ ଲାଗି ଡିସିଜିଆଇର ସୁପାରିସ ପରେ ପ୍ରତିକ୍ରିୟା । କେନ୍ଦ୍ର ଅନୁମୋଦନ ପରେ ରାଜ୍ୟ ସରକାରଙ୍କ ପାଖକୁ ନିର୍ଦ୍ଦେଶ ଆସିବ । ସବିଶେଷ ଗାଇଡଲାଇନ ଆସିବା ପରେ ଏ ବର୍ଗର ଶିଶୁଙ୍କୁ ଟିକା ଦିଆଯିବ ।

୫ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ କର୍ବେଭାକ୍ସ ଟିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking