33.1 C
Bhubaneswar
Friday, May 17, 2024
Homeଓଡିଶାବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମାଣ୍ଡିଆଗୁଡ଼ା ଗାଁରେ ମୃତ ଯୁବକଙ୍କୁ ତାଙ୍କ ପଡ଼ିଶା ଘର ବୁଢ଼ୀ ମାଉସୀଙ୍କ ଘରେ ବିଦ୍ୟୁତ ସମସ୍ୟା ଦେଖାଦେଇଥିଲା। ବିଦ୍ୟୁତ ସମସ୍ୟାକୁ ଠିକ କରିବା ପାଇଁ ବୁଢ଼ୀ ମାଉସୀ ଜଣକ ଯୁବକଙ୍କୁ ଡାକିଥିଲେ । ଲାଇନ ଠିକ୍ କରିବା ବେଳେ ହଠାତ୍ ଯୁବକ ଜଣକ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ ବିଭାଗକୁ ଖବର ଜଣାଇଥିଲେ । ଖବର ପାଇ ବିଦ୍ୟୁତ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଲାଇନ କାଟିବା ପରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ ପଡୋଶୀ। ମୃତ ଯୁବକ ଜଣକ ତାଙ୍କ ୪ ବର୍ଷର ପୁଅ ଓ ସ୍ତ୍ରୀ ସହ ରହୁଥିଲେ । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking