30.1 C
Bhubaneswar
Saturday, March 15, 2025
Homeଓଡିଶାବଡ଼ ନୁହେଁ ସାନ ପୁଅ ଲଢ଼ିବ କହିଲେ ସୁର

ବଡ଼ ନୁହେଁ ସାନ ପୁଅ ଲଢ଼ିବ କହିଲେ ସୁର

ବ୍ୟୁରୋ : ପୁଅ ଦୁହିଁଙ୍କ ରାଜନୈତିକ ଭବିଷ୍ୟତ ନେଇ ସ୍ପଷ୍ଟ କଲେ ସୁରା | ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତ ରାୟ ଙ୍କ ସ୍ପଷ୍ଟ ସୂଚନା | ୨୦୨୪ ରେ ସାନ ପୁଅ ମନ୍ମଥ ଜଟଣୀ ରୁ କଂଗ୍ରେସ ଟିକେଟରେ ଲଢ଼ିବ | ବଡ ପୁଅ ସିଦ୍ଧାର୍ଥ ର ୨୦୨୪ ରେ ଲଢ଼ିବାରେ ପ୍ରଶ୍ନ ନାହିଁ ବୋଲି କହିଛନ୍ତି ସୁର | ଯଦି ବଡ଼ ପୁଅ ଲଢ଼ିବ ୨୦୨୯ରେ ସାଂସଦ ପାଇଁ ଲଢ଼ିବ | ଦୁଇ ଭାଇ ଙ୍କ ମଧ୍ୟରେ କିଛି ଦ୍ୱନ୍ଦ୍ୱ ନାହିଁ ବୋଲି କହିଲେ ସୁର |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking