32.7 C
Bhubaneswar
Thursday, May 14, 2026
Homeଓଡିଶାଯୁବକଙ୍କୁ କଚାଡି ମାରିଲା ଦନ୍ତା ହାତୀ

ଯୁବକଙ୍କୁ କଚାଡି ମାରିଲା ଦନ୍ତା ହାତୀ

ସୁନ୍ଦରଗଡ : ଯୁବକଙ୍କୁ କଚାଡି ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା ବଣାଇ ରେଞ୍ଜ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ କୁଳକୁଟା ମୁଣ୍ଡା ସାହିର ଗୋବିନ୍ଦ ମୁଣ୍ଡାଙ୍କର ମୃତ୍ୟୁ ହୋଇଛି। ଦୁଇ ଦିନ ଧରି ଏକ ଗୋଠଛଡା ଦନ୍ତା ଉତ୍ପାତ ଚଳାଇଥିବାବେଳେ ବନ ବିଭାଗ ସହ ମିଶି ସ୍ଥାନୀୟ ଲୋକ ହାତୀ ଘଉଡାଇଥିଲେ। ହାତୀଟି ବୁଲିପଡି ଗୋବିନ୍ଦ ମୁଣ୍ଡାଙ୍କୁ ଶୁଣ୍ଢରେ କଚାଡି ଦେଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking