36.7 C
Bhubaneswar
Wednesday, June 17, 2026
Homeଓଡିଶାଆଜିଠୁ 'ସୁଭଦ୍ରା' ଫର୍ମ ଦାଖଲ

ଆଜିଠୁ ‘ସୁଭଦ୍ରା’ ଫର୍ମ ଦାଖଲ

ଭୁବନେଶ୍ଵର : ଆଜିଠୁ ‘ସୁଭଦ୍ରା’ ଫର୍ମ ଦାଖଲ । ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ହିତାଧିକାରୀଙ୍କ ପାଇଁ ଆଜିଠୁ ଆରମ୍ଭ ହେଉଛି ସୁଭଦ୍ରା ଫର୍ମ ସଂଗ୍ରହ। ସବୁ ଯୋଗ୍ୟ ମହିଳା ଯୋଜନାରେ ସାମିଲ ହେବା ଯାଏଁ ଚାଲୁରହିବ ଚିହ୍ନଟ ପ୍ରକ୍ରିୟା। ଏଥିପାଇଁ ଗାଁ ଗାଁରେ ଫର୍ମ ବଣ୍ଟା ଚାଲିଛି। ସୁଭଦ୍ରା ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଏହି ପୋର୍ଟାଲରେ ସୂଚନା ପାଇପାରିବେ ହିତାଧିକାରୀ। ଏଥିପାଇଁ ମୋ ସେବା, ଜନସେବା କେନ୍ଦ୍ରରେ ଅନଲାଇନରେ ଆବେଦନ କରିହେବ। ସେପଟେ ଆଧାର ସଂଶୋଧନ ପାଇଁ ଡାକଘର ଏବଂ ଜନସେବା କେନ୍ଦ୍ରରେ ଆବେଦନକାରୀଙ୍କ ଭିଡ ଜମମୁଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking