40.1 C
Bhubaneswar
Thursday, April 25, 2024
Homeଅଦୃଶ୍ୟତା ଏବଂ ରହସ୍ୟସୁଭାଷ ବୋଷଙ୍କ ସେହି କଥା ଓ ଅଭ୍ୟାସ ଯାହା ହୁଏତ ଆପଣ ଜାଣି ନ ଥିବେ

ସୁଭାଷ ବୋଷଙ୍କ ସେହି କଥା ଓ ଅଭ୍ୟାସ ଯାହା ହୁଏତ ଆପଣ ଜାଣି ନ ଥିବେ

ନୂଆଦିଲ୍ଲୀ : ନତାଜୀ ସୁଭାଷ ଚନ୍ଦ୍ର ବୋଷ ଗୋଟିଏ ପାର୍ଶ୍ୱରେ ରାଜନୀତି ଓ ସ୍ୱାଧୀନତା ପାଇଁ ଲଢ଼େଇ କରୁଥିଲେ ଓ ଅନ୍ୟ ପାର୍ଶ୍ୱରେ ସେ ଜଣେ ଆଧ୍ୟାତ୍ମିକ ବ୍ୟକ୍ତି ଥିଲେ । ସେ ପ୍ରତିଦିନ ଯୋଗ ଅଭ୍ୟାସ କରୁଥିଲେ । ତାଙ୍କ କିଶୋର ଜୀବନ ଆଧ୍ୟାତ୍ମିକ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲା । ଆଜାଦ ହିନ୍ଦ ଫୌଜ ପ୍ରତିଷ୍ଠା ସମୟରେ ଯେତେବେଳେ ସେ ଜାପାନରେ ଥିଲେ । ସେତେବେଳେ ପ୍ରତିଦିନ ନିଜ କୋଠରୀରେ ଯୋଗ ଅଭ୍ୟାସ କରୁଥିଲେ । ଏହା ପରେ ସେ ଏକାକୀ ରହିବାକୁ ପସନ୍ଦ କଲେ । ଯଦିଓ ସେ ସର୍ବଦା ଲୋକଙ୍କ ମଧ୍ୟରେ ଥିଲେ କିନ୍ତୁ ରାତିରେ ଏକୁଟିଆ ରହିବା ମାତ୍ରେ ସେ ଧ୍ୟାନରେ ଅବତୀର୍ଣ୍ଣ ହୋଇଯାଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking