22.1 C
Bhubaneswar
Friday, April 11, 2025
Homeଅପରାଧସ୍ୱାମୀର ଗୁପ୍ତାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ

ସ୍ୱାମୀର ଗୁପ୍ତାଙ୍ଗ କାଟି ହତ୍ୟା କଲା ସ୍ତ୍ରୀ

ଯାଜପୁର: ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଦ୍ୱିତୀୟ ସ୍ତ୍ରୀ କାଟିଲା ସ୍ୱାମୀର ଗୁପ୍ତାଙ୍ଗ । ଆଉ ଏବେ ପୋଲିସକୁ ଗୋଟି ଗୋଟି କରି ଦେଖାଉଛି କେମିତି କାଟିଥିଲା ସ୍ୱାମୀର ଗୁପ୍ତାଙ୍ଗ । ହଁ ଆଜ୍ଞା, ଇଏ ହେଉଛି ସେଇ ସ୍ତ୍ରୀ ଯିଏ ସ୍ୱାମୀକୁ ଛଟପଟ କରି ମାରିଥିଲା । ଇଏ ହେଉଛି ସେଇ ସ୍ତ୍ରୀ ଯିଏ ଭୁଲିଗଲା ମାନବିକତା । ଆଉ ଶେଷରେ କଲବଲ କରି ନେଇଥିଲା ସ୍ୱାମୀର ଜୀବନ । ଆଉ ଏବେ ପୋଲିସ ହାତରେ ଧରାପଡ଼ି ସ୍ତ୍ରୀ ଡେମୋ ଦେଖାଉଛି । ଗୋଟି ଗୋଟି କରି ସତ ବଖାଣୁଛି ପୋଲିସ ଆଗରେ ।

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳ ପୁର କେନାଲ ପାଶ୍ୱରୁ ଜଣେ ବ୍ୟକ୍ତି ଙ୍କୁ ମଙ୍ଗଳ ବାର ଦିନ ମୃତ୍ୟ ଶରୀର ସୁକିନ୍ଦା ପୋଲିସ୍ ଉଦ୍ଧାର ଉଦ୍ଧାର କରିଥିଲେ, ତେବେ ପୋଲିସ ଉଦ୍ଧାର କରିଥିବା ମୃତ ବ୍ୟକ୍ତି ଜଣଙ୍କ ପାଖ ଗାଁ ପୁବଳ ଗାଁ ର ଗଙ୍ଗା ରାମ ଚାମ୍ପିୟା ର ପୁଅ ରାଜୁ ଚାମ୍ଫିଆ ହୋଇଥିବା ବେଳେ ତାଙ୍କ ଗୁପ୍ତ ଅଙ୍ଗକୁ କାଟି ହତ୍ୟା କରା ଯାଇଥିବା ଦେଖା ଯାଇଥିଲା ଓ ପତ୍ନୀ ଫେରାର, ଥିଲା ହତ୍ୟା ର କାରଣ ସୁକିନ୍ଦା ପୋଲିସ,ଖୋଜୁଥିବା ବେଳେ ଆଜି ମୃତକ ରାଜୁ ର ଦ୍ୱିତୀୟ ସ୍ତ୍ରୀ ବାଲେମା ବଦରାଙ୍କୁ ଗିରଫ କରିଛି, ଓ ତଦନ୍ତ ଜାରି ରଖିଛି ।

ସୂଚନାମୁତାବକ ଦ୍ୱିତୀୟ ସ୍ତ୍ରୀ ବାଲେମା ବଦରା ତାଙ୍କ ବନ୍ଧୁ ଘର କଳିଙ୍ଗ ନଗର ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ବୀଣା ପାଟିଆ ଗ୍ରାମରେ ଲୁଚି ଥିବାବେଳେ ସୁକିନ୍ଦା ପୋଲିସ ଗତ କାଲି ରାତ୍ରି ସମୟରେ ଅତର୍କିତ ଚଢ଼ାଉ କରିଥିଲା ଏବଂ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking