30.1 C
Bhubaneswar
Thursday, May 29, 2025
Homeଓଡିଶାସ୍ୱାମୀକୁ ଜାଳିଦେଲା ସ୍ତ୍ରୀ !

ସ୍ୱାମୀକୁ ଜାଳିଦେଲା ସ୍ତ୍ରୀ !

ଭଞ୍ଜନଗର: ସ୍ୱାମୀକୁ କିରାସିନି ଢାଳି ନିଆଁ ଲଗାଇଦେଲା ସ୍ତ୍ରୀ । ଭଞ୍ଜନଗର କୁଲାଡ ଗାଁରେ ପାରିବାରିକ କଳିରୁ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶରୀରର ୪୦% ପୋଡିଯାଇଥିବାବେଳେ ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking