27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିଲ୍ଲୀ ବିଧାନସଭାରେ ଆଜି ହେବ ଆସ୍ଥା ଭୋଟ୍

ଦିଲ୍ଲୀ ବିଧାନସଭାରେ ଆଜି ହେବ ଆସ୍ଥା ଭୋଟ୍

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ଆସ୍ଥା ଭୋଟ୍ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ନିଜେ କେଜ୍ରିୱାଲ ହିଁ ଆସ୍ଥା ଭୋଟ ଲୋଡ଼ିଛନ୍ତି । ଦଳୀୟ ବିଧାୟକଙ୍କୁ ଟଙ୍କା ଦେଇ ବିଜେପି କିଣିବାକୁ ଚେଷ୍ଟା କରୁଛି ବୋଲି କେଜ୍ରିୱାଲ ଅଭିଯୋଗ କରିଛନ୍ତି । ଏହାସହ ଆସ୍ଥା ଭୋଟ ଜିତି ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଦିତୀୟ ଥର ପାଇଁ କେଜ୍ରିୱାଲ ନିଜ ଆଡୁ ଆସ୍ଥା ଭୋଟ ଲୋଡ଼ିଛନ୍ତି । ଦିଲ୍ଲୀ ବିଧାନସଭାରେ ଆମ୍ ଆଦମୀ ପାର୍ଟିର ୬୨ ବିଧାୟକ ଥିବା ବେଳେ ବିଜେପିର ୮ ଜଣ ବିଧାୟକ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking