33.1 C
Bhubaneswar
Wednesday, April 16, 2025
Homeଦେଶ ବିଦେଶବଦଳିଲା ଟ୍ୱିଟର ଲୋଗୋ

ବଦଳିଲା ଟ୍ୱିଟର ଲୋଗୋ

ନୂଆଦିଲ୍ଳୀ : ଆଜି ଠାରୁ ପରିବର୍ତ୍ତନ ହେଲା ଟ୍ୱିଟର ଲୋଗୋ। ମାଇକ୍ରୋବ୍ଲଗିଂ ସାଇଟ୍‌‌ ଟ୍ୱିଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଲନ ମସ୍କ ବଦଳାଇଛନ୍ତି ଟ୍ୱିଟରର ଲୋଗୋ। ପୂର୍ବରୁ ଥିବା ‘ବ୍ଲୁ ବାର୍ଡ’ ବଦଳରେ ଏଣିକି ‘ଡଗି’ ଲୋଗୋ ରହିବ।

ଗତ ବର୍ଷ ଅକ୍ଟୋବରରେ କମ୍ପାନୀର ଦାୟିତ୍ୱ ଗ୍ରହଣ ପରେ ଇଲନ ମସ୍କ ନୂତନ ନୀତି ଓ ପରିବର୍ତ୍ତନ ଆଣିବାରେ ସକ୍ରିୟ ରହିଛନ୍ତି। ପୂର୍ବରୁ ଟ୍ୱିଟର ରହିଥିବା ‘ବ୍ଲୁ ବାର୍ଡ’ ଲୋଗୋ ପରିବର୍ତ୍ତନ ହୋଇ ବ୍ୟବହାରକାରୀ ମାନେ ଆଜି ଠାରୁ ଏହି ନୂତନ ‘ଡଗି’ର ମୁହଁ ଦେଖିବାକୁ ପାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking