27.1 C
Bhubaneswar
Saturday, July 27, 2024
Homeଓଡିଶାବଢୁଛି ତାପମାତ୍ରା, କମୁଛି ଶୀତ

ବଢୁଛି ତାପମାତ୍ରା, କମୁଛି ଶୀତ

ଭୁବନେଶ୍ୱର : ଏବେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗୁଛି । ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବଢ଼ିବାର ସମ୍ଭାବନା ରହିଛି । ଯାହାଫଳରେ ଗରମ ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଗତ ଦୁଇଦିନ ହେବ ରାତିର ତାପମାତ୍ରା ସାମାନ୍ୟ କମିଥିଲା । ତେବେ ମଙ୍ଗଳବାର ରାଜ୍ୟ ର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପରେ ବୋଲି ପୂର୍ବାନୁମାନ କରାଯାଇଛି। ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ, ଗତ ଦୁଇ ଦିନ ରାଜ୍ୟର ରାତି ତାପମାତ୍ରା ସାମାନ୍ୟ କମିଥିଲା । ସୋମବାର ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ରାତି ତାପମାତ୍ରା ବୃଦ୍ଧି ପାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking