27.1 C
Bhubaneswar
Saturday, July 27, 2024
Homeଅପରାଧଶିକ୍ଷକଶିକ୍ଷୟିତ୍ରୀଙ୍କୁ ଭୁଜାଲି ଚୋଟ

ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଭୁଜାଲି ଚୋଟ

ଉଦଳା : ରାସ୍ତାରେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଭୁଜାଲରେ ଆକ୍ରମଣ । ସ୍କୁଲ ଯିବା ବାଟରେ ଖୁଣ୍ଟା ଥାନା ଗଡିଗାଁ ରାସ୍ତାରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଉଭୟଙ୍କୁ କପ୍ତିପଦା ମେଡିକାଲରେ ଭର୍ତ୍ତି । ବାଇକରେ ଆସି ୩ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ।

ଏପ୍ରିଲ ୧୪ ପଣା ସଂକ୍ରାନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking