21.1 C
Bhubaneswar
Sunday, December 22, 2024
Homeଅପରାଧଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକାଧିକ ଟଙ୍କା ଲୁଟି ନେଲେ ଲୁଟେରା

ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକାଧିକ ଟଙ୍କା ଲୁଟି ନେଲେ ଲୁଟେରା

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ ପିମ୍ପୁଡ଼ିଆ ମୁଖ୍ୟରାସ୍ତାରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସୂଚନା ମୁତାବକ ଭୁବନ ଏଲ୍ ଆଣ୍ଡ ଟି ଫାଇନାନ୍ସ କର୍ମଚାରୀ ତଥା ଭଦ୍ରକ ଅଞ୍ଚଳର ସୋମନାଥ ରାଉତ ପିମ୍ପୁଡ଼ିଆ ଅଞ୍ଚଳକୁ ଫାଇନାନ୍ସ ଟଙ୍କା ଆଦାୟ ପାଇଁ ଯାଇଥିଲେ । ଆଦାୟ ହୋଇଥିବା ୫୪ ହଜାର ଟଙ୍କା ନେଇ ପିମ୍ପୁଡ଼ିଆ ରାସ୍ତାରେ ଭୁବନ ଯାଉଥିଲେ। ଏକାଧିକ ଲୁଟେରା ଆସି ଧାରୁଆ ଅସ୍ତ୍ର ଦେଖାଇ ଭୟଭୀତ କରିବା ସହ ସୋମନାଥଙ୍କ ଠାରୁ ସବୁଟଙ୍କା ଛଡ଼େଇ ନେଇଥିଲେ। ଏନେଇ ସୂଚନା ପାଇବା ପରେ ସୁକିନ୍ଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking