28.1 C
Bhubaneswar
Friday, June 28, 2024
Homeଓଡିଶାବଢ଼ିଲା ବିଏମସିର ପଦବୀ

ବଢ଼ିଲା ବିଏମସିର ପଦବୀ

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ପାଇଁ ୪୧୬ଟି ନୂଆ ପଦବୀ କୁ ଅନୁମୋଦନ | ପଦବୀ ସଂଖ୍ୟା ୨୧୦ ରୁ ବୃଦ୍ଧି ପାଇଁ ୬୨୬ ରେ ପହଞ୍ଚିଲା | ବିଏମସିରେ ଅଧିକ ଅତିରିକ୍ତ କମିଶନର ଓ ଜୋନାଲ ପଦବୀ ସୃଷ୍ଟି | ଅଧିକ ୩ଟି ଅତିରିକ୍ତ କମିଶନର ଓ ୬ଟି ଜୋନାଲ କମିଶନର ପଦବୀ ସୃଷ୍ଟି |

ପ୍ରଦୀପ ପାଣିଗ୍ରାହୀଙ୍କ ଖୋଲା ଚ୍ୟାଲେଞ୍ଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking