30.1 C
Bhubaneswar
Sunday, June 16, 2024
Homeଓଡିଶାବ୍ୟାକଅପ୍ ପ୍ଲାନ ନଥିବାରୁ ଏହିଭଳି ଅସୁବିଧା ହେଉଛି : ଅମର

ବ୍ୟାକଅପ୍ ପ୍ଲାନ ନଥିବାରୁ ଏହିଭଳି ଅସୁବିଧା ହେଉଛି : ଅମର

ଭୁବନେଶ୍ୱର: ବିଦ୍ୟୁତ କାଟ୍ ଓ ଯୋଗାଣ ବାଧାପ୍ରାପ୍ତ ନେଇ ତେଜିଲା ରାଜନୀତି । ବ୍ୟାକଅପ୍ ପ୍ଲାନ୍ ନଥିବାରୁ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ଉଦବେଗ୍ । ମୋ ମତରେ ବିଜୁଳି ଯୋଗାଣ ଭିତ୍ତିଭୂମିରେ କିଛି ଅସୁବିଧା ନାହିଁ । ଭିତ୍ତିଭୂମି କ୍ଷେତ୍ରରେ ଯେଉଁ ବ୍ୟାକ୍‌ଅପ ପ୍ଲାନ୍ ରହିବା କଥା ତାହା କମି ରହିଛି ।

ମୁଖ୍ୟ ସଚିବ ଯେହେତୁ ବୈଠକ ଡାକିଛନ୍ତି ଭାବୁଛି ତାହା ନିଶ୍ଚିତ ଭାବେ ସମାଧାନ ହେବ । ଲାଗୁଛି ଡିଜାଷ୍ଟର ରିକଭରି ପ୍ଲାନକୁ ଡିସକମ୍ ଏଷ୍ଟାବ୍ଲିସ କରିନାହାନ୍ତି । ୨ ଦିନ ପୂର୍ବେ ହୋଇଥିବା କାଳବୈଶାଖୀ ତାଙ୍କ ପାଇଁ ଶିକ୍ଷା ହେବା ଉଚିତ୍ । ଯେତେ ଭିତ୍ତିଭୂମି କଲେ ବି ବିପର୍ଯ୍ୟରେ ତାହା ବାଧାପ୍ରାପ୍ତ ହେବ । କିନ୍ତୁ ସେଥିପାଇଁ ସବୁବେଳେ ବ୍ୟାକଅପ୍ ପ୍ଲାନ ରଖାଯାଏ  । ବିଦେଶରେ କହିଦିଆଯାଏ କେତେ ଦିନ ଭିତରେ ବିଦ୍ୟୁତ ଆସିବ ବୋଲି କହିଛନ୍ତି ଅମର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking